ରିଲାଏନ୍ସ ଗ୍ରୁପ୍‌ର ସ୍ମାର୍ଟ ବଜାର ପକ୍ଷରୁ ଏକ ନୂତନ ତଥା ବହୁ ଅପେକ୍ଷିତ ‘ଫୁଲ୍‌ ପଇସା ଅସୁଲ’ ସେଲ୍‌ର ଘୋଷଣା କରାଯାଇଛି। ଏହି ସେଲ୍‌ ୨୦୨୪ ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଗୋଟିଏ ଅସାଧାରଣ ଅଫର ଆହୁରି ଉପଲବ୍ଧ ହେବ।


ସ୍ମାର୍ଟ ବଜାରର ଏହି ସେଲ୍‌ ଦ୍ୱାରା ଗ୍ରାହକମାନେ ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀ ଉପରେ ଆକର୍ଷଣୀୟ ରିହାତି ପାଇପାରିବେ। ଉଦାହରଣସ୍ୱରୂପ, ୫କେଜି ବାସ୍‌ମତି ରାଇସ୍‌ ଓ ୩ ଲିଟର ତେଲ ମାତ୍ର ₹୭୨୫ ରେ ମିଳିବ, ଯେଉଁଥିରେ ଗୋଟିଏ ଜିନ୍‌ କିଣିଲେ ଗୋଟିଏ ମାଗଣା ପାଇବେ। ବିସ୍କୁଟ୍‌ରେ ୨ ଗେଟ୍‌ ୨ ଓ ଆଲମଣ୍ଡସ ୫୦୦ ଗ୍ରାମ ମାତ୍ର ₹୩୩୯ ରେ ପ୍ରଦାନ କରାଯାଉଛି।


ତେବେ ଏହି ସେଲ୍‌ରେ ୩ ପିସ୍‌ ବ୍ରାଣ୍ଡେଡ୍‌ ଟ୍ରଲି ପିସ୍‌ ₹୪୯୯୯ ରେ ମିଳୁଥିଲାବେଳେ, ୩ ବର୍ନର ଗ୍ଲାସ୍‌ ଟପ୍‌ ଗ୍ୟାସ୍‌ ଷ୍ଟୋଭ୍‌ ₹୧୯୯୯ ରେ ପ୍ରଦାନ କରାଯାଉଛି। ଟୁଥ୍‌ପେଷ୍ଟ ଓ ସୋପ୍‌ରେ ପ୍ରାୟ ୩୩% ରିହାତି ମିଳୁଛି, ଏବଂ ଶାମ୍ପୋର ବଡ଼ ପ୍ୟାକେଟରେ ₹୫୦୦ ର ଛାଡ଼ ମିଳୁଛି।


ସେହିପରି ବେଡ୍‌ଶିଟ ଯଦି ଗୋଟିଏ କିଣିଲେ ୨ଟା ମାଗଣା ମିଳିବ (ବେଡ୍‌ଶିଟ ବାଏ ୧ ଗେଟ୍‌ ୨) ଏବଂ ଡିଟରଜେଣ୍ଟ ଉପରେ ୩୩% ରିହାତି ମିଳିବ।