ସରକାର ବର୍ତମାନ  ଘୋଷଣା କରିଛନ୍ତି ଛି ଯେ, ହୋଟସ୍ୟାପ୍, ସ୍କାଇପ୍, ଓ ଟେଲିଗ୍ରାମ୍ ଭଳି OTT ଆପ୍ କୁ  ଲାଇସେନ୍ସିଂ ଆଧିନ ରଖାଯିବ ନାହିଁ। ସେହିପରି, ଟେଲିକମ୍ ବିଲ୍ 2023 ଦ୍ୱାରା OTT ସେବାଗୁଡିକୁ ନିୟନ୍ତ୍ରଣ କରାଯିବା କୁ ନ ଥିବାରୁ ଏହାର ଲାଇସେନ୍ସିଂ ବର୍ତମାନ  କରିବା  ଅସମ୍ଭବ।


ସେଲ୍ୟୁଲାର୍ ଓପେରେଟର୍ସ୍ ଅସୋସିଏସନ୍ (COAI) OTT ସେବାକୁ ଲାଇସେନ୍ସିଂ ଆଧିନ କରିବାକୁ ଅନୁରୋଧ କରିଛି, କିନ୍ତୁ ଇଣ୍ଟରନେଟ୍ ଏବଂ ମୋବାଇଲ୍ ଆସୋସିଏସନ୍, ନାସ୍କମ୍ ଓ ବ୍ରଡବ୍ୟାଣ୍ଡ୍ ଇଣ୍ଡିଆ ଫୋରମ୍ ଏହି ପ୍ରଚେଷ୍ଟା  କୁ ସତର୍କତା ବ୍ୟକ୍ତ କରିଛି।


ପୂର୍ବରୁ IT  ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ୍ ଏହି ବିଷୟରେ ସ୍ପଷ୍ଟ କରିଥିଲେ ଯେ, OTT ସେବାଗୁଡିକୁ ଇନ୍ଫର୍ମେସନ୍ ଟେକ୍ନୋଲୋଜି ଏକ୍ଟ୍ ଦ୍ୱାରା ନିୟନ୍ତ୍ରଣ କରାଯିବ।