ଭାରତୀୟ କମ୍ପ୍ୟୁଟର ଇମର୍ଜେନ୍ସି ରିସପନ୍ସ୍ ଟିମ୍ (CERT-IN) ଗୁଗୁଲ୍ ଖ୍ରୋମ୍ ବ୍ରାଉଜର ରେ  କିଛି ନୂଆ  ଅସୁରକ୍ଷିତତା ବିଷୟରେ ସରକାର ଓ ଲୋକ ମାନଙ୍କୁ ଗତକାଲି ସୂଚନା  ଦେଇଛି  , ଯାହା ଦ୍ୱାରା ଗୁଗୁଳ କ୍ରୋମ ଵୈବହାର କରୁଥିବା ସମସ୍ତ  ଉପଭକ୍ତା  ନିଜୀ ଜାନକାରୀ ଡାଟା  ଚୋରି ହେଏ ପାରେ   । 


CVE-2024-8362 ଓ CVE-2024-7970 ଠାରେ ତାଲିକାଭୁକ୍ତ ହୋଇଥିବା ଏହି ବିଭ୍ରାଟି, Chrome ର Web Audio କମ୍ପୋନେଣ୍ଟର "use after free" ବଗ୍ ସମ୍ବନ୍ଧିତ ଅଟେ। ବ୍ୟବହାରକାରୀଙ୍କୁ ସୂଚନା ଦିଆଯାଇଛି ଯେ ସେମାନେ ତାଙ୍କର Chrome ବ୍ରାଉଜରକୁ 128.0.6613.119 ର କିମ୍ବା ତାହା ଠାରୁ ଅଧିକ ସଂସ୍କରଣକୁ ଅପଡେଟ୍ କରନ୍ତୁ ଯାହାକି ଏହି ବିଭ୍ରାଟକୁ ଠିକ୍ କରିବ।